ଏ ବର୍ଷ ଗଞ୍ଜେଇ ଜବତରେ ଓଡିଶା ପୋଲିସର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର –ଗଞ୍ଜେଇ ଜବତରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ରାଜ୍ୟ ପୋଲିସ । ଏବର୍ଷ ଜାନୁଆରୀରୁ ସେପଟେମ୍ବର ମାସ ମଧ୍ୟରେ ୧ ହଜାର ୨୯୨ କୁଇଂଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ଓଡିଶା ପୋଲିସ । ଅନ୍ୟ ବର୍ଷ ତୁଳନାରେ ଚଳିତବର୍ଷ ଗଞ୍ଜେଇ ଜବତର ପରିମାଣ ୨ ଗୁଣରୁ ବି ଅଧିକ । ଏ ବର୍ଷ କୋରାପୁଟ ଜିଲ୍ଲାରେ ସର୍ବାଧିକ ୯୨୮ କୁଇଂଟାଲ୍ ଗଞ୍ଜେଇ ଜବତ । ୨୦୧୯ରେ ରାଜ୍ୟରେ ୬୧୮ କୁଇଂଟାଲ୍ ଗଞ୍ଜେଇ ଜବତ କରାଯାଇଛି ।

Comments are closed.