ଭୁବନେଶ୍ୱର- କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହଠାତ ଅସୁସ୍ଥ ହୋଇପଡିଛନ୍ତି । କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ସେ ସିବିଆଇ ଅଫିସ ନିକଟରେ ଭାଷଣ ଦେଉଥିବା ବେଳେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ରହିଛି ।
Recover your password.
A password will be e-mailed to you.
Comments are closed.