ସୁନ୍ଦରଗଡ- ଆୟ ବହିର୍ଭୂ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକର ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକ । ତିନିଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଯନ୍ତ୍ରୀଙ୍କ ବଡଗାଁ ଅଫିସ, ରଙ୍ଗାଢିପା ବାସଭବନ ଓ ଲେଫ୍ରିପଡା ପୈତୃକ ଘରେ ଚଢାଉ କରିଛି ଭିଜିଲାନ୍ସ ।
Recover your password.
A password will be e-mailed to you.
Comments are closed.