ଅଗ୍ନିଶମ କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ

ଭୁବନେଶ୍ୱର- ନୂଆବର୍ଷରୁ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମର ପ୍ରଚଳନ କରାଯାଇଛି । ଏହି ପୋଷାକ ଅଗ୍ନି ପ୍ରତିରୋଧକ । ଏଥିରେ ତିନିଟି ସ୍ତର ରହିଛି । ଟ୍ୱିନ୍ ସିଟିର ଅଗ୍ନିଶମ କର୍ମଚାରୀଙ୍କ ୧୭୦୦ ପୋଷାକ ଆସିଛି । ପରେ ଅନ୍ୟ ଜିଲ୍ଲାର କର୍ମଚାରୀମାନେ ମଧ୍ୟ ନୂଆ ପୋଷାକ ପିନ୍ଧିବେ ।

Comments are closed.