ଆଜିଠାରୁ ଖୋଲିଲା ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିର

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ସମସ୍ତ ମନ୍ଦିର ଖୋଲିଛି । କୋରୋନା ଯୋଗୁଁ ଦୀର୍ଘ ୯ ମାସରୁ ଅଧିକ ଦିନ ଧରି ରାଜ୍ୟର ସବୁ ମନ୍ଦିର ବନ୍ଦ ଥିଲା । ଆଜିଠାରୁ ପୁଣି ଭକ୍ତଙ୍କ ପାଇଁ ଖୋଲିଛି ମନ୍ଦିର ।ଗତକାଲି ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଖୋଲିଥିଲା । କୋଭିଡ ଗାଇଡଲାଇନ ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲିଛି ।

Comments are closed.