ଆଦିବାସୀ ମହିଳା ହୋଇଥିବାରୁ ମୋତେ ବଦନାମ କରିବାକୁ ହୀନ ଉଦ୍ୟମ ହେଉଛି : ଚନ୍ଦ୍ରାଣୀ ମୁର୍ମୁ
ଭୁବନେଶ୍ୱର- ତାଙ୍କର ଏକ ଫେକ୍ ଭିଡିଓ ଭାଇରାଲ କରି ମାନସିକ ଯନ୍ତ୍ରଣା ଦେବା ସହ ବଦନାମ କରିବା ପାଇଁ ଉଦ୍ୟମ କରୁଥିବାରୁ କେନ୍ଦୁଝର ଲୋକସଭା ସଦସ୍ୟ ଚନ୍ଦ୍ରାଣୀ ମୁର୍ମୁ , ବୈଜୟନ୍ତ ପଣ୍ଡାଙ୍କ ସ୍ତ୍ରୀ ତଥା ଓଟିଭି ପ୍ରମୋଟର ଜଗି ମଙ୍ଗତ ପଣ୍ଡା ଏବଂ ରିପୋର୍ଟର ରମେଶ ରଥଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ସେ ଜଣେ ଆଦିବାସୀ ମହିଳା ହୋଇଥିବାରୁ ତାଙ୍କୁ ହଇରାଣ ହରକତ କରାଯାଉଛି ବୋଲି ଚନ୍ଦ୍ରାଣୀ ଏକ ଭିଡିଓ ଜାରି କରି କହିଛନ୍ତି । ଆସନ୍ତୁ ଶୁଣିବା ଚନ୍ଦ୍ରାଣୀ ଓଟିଭି କର୍ତୃପକ୍ଷଙ୍କ ବିରୋଧରେ କଣ ସବୁ ଅଭିଯୋଗ କରିଛନ୍ତି ।
Comments are closed.