ଆରଏସପି ଗ୍ୟାସ ଲିକ୍‌ରେ ୪ ମୃତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ | News Room Odisha

ଆରଏସପି ଗ୍ୟାସ ଲିକ୍‌ରେ ୪ ମୃତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ରାଉରକେଲା ଷ୍ଟିଲପ୍ଲାଂଟରେ ଗ୍ୟାସ ଲିକ୍‌ରେ ୪ ମୃତ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଅସୁସ୍ଥଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

CM Naveen Patnaikgas leak incident at Rourkela Steel Plant.