ଭୁବନେଶ୍ୱର-ଆସନ୍ତାକାଲି ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବ । ରାଜ୍ୟବ୍ୟାପୀ କଂଗ୍ରେସର ବନ୍ଦ ଡାକରା ଯୋଗୁଁ ସ୍କୁଲ ଛୁଟି ରହିବ । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । ଏପରିକି ସରସ୍ୱତୀ ପୂଜା ଦିନ ମଧ୍ୟ ସ୍କୁବ ବନ୍ଦ ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
All Higher Educational Institutions of Odisha coming under Higher Education Department of Government of Odisha, Government as well as Non-Government, will remain closed tomorrow (15.02.2021).
— ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର ?? (@DHE_Odisha) February 14, 2021
Comments are closed.