କଟକ ସିଲଭର ସିଟି ବୋଟିଂ କ୍ଲବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ | News Room Odisha

କଟକ ସିଲଭର ସିଟି ବୋଟିଂ କ୍ଲବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ- ଓଡିଆ ନବବର୍ଷ ଉପଲକ୍ଷେ କଟକବାସୀଙ୍କୁ ଏକ ସୁନ୍ଦର ଉପହାର ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ୫ଟାରେ ଭିଡିଓ କନଫରେନସିଂ ଜରିଆରେ ସିଲଭରସିଟିଂ ବୋଟିଂ କ୍ଲବକୁ ଉଦଘାଟନ କରିବେ । ମହାନଦୀ କୂଳ ଗଡଗଡିଆ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସିଲଭରସିଟିଂ ବୋଟିଂ କ୍ଲବ ପ୍ରତିଷ୍ଠା କରାଯାଇଛି ।