କୁମ୍ଭମେଳାରୁ ଫେରିଥିବା ପୁରୀର ୫ ସେବାୟତ କୋଭିଡ ପଜିିଟିଭ

ପୁରୀ – କୁମ୍ଭମେଳାରୁ ଫେରିଥିବା ପୁରୀର ୫ ଜଣ ସେବାୟତ କୋଭିଡ ପଜିଟିଭ ହୋଇଛନ୍ତି । ଜିଲ୍ଲାର ୧୨୭ କୁମ୍ଭମେଳା ଫେରନ୍ତାଙ୍କ ମଧ୍ୟରେ ୩୬ ସେବାୟତ ଅଛନ୍ତି । ଶ୍ରୀମନ୍ଦିର ପ୍ରଶାସନର କୋଭିଡ ଟେଷ୍ଟରେ ଆଉ ୪୭ ସେବାୟତ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ୩୪ ଜଣ କର୍ମଚାରୀ ବି ପଜିଟିଭ ଚିହ୍ନଟ ହୋଇଛନ୍ତି ।

Comments are closed.