ଭୁବନେଶ୍ୱର – କୋଭିଡ ପରିସ୍ଥିତି ଯୋଗୁଁ ଏ ବର୍ଷ ହେବ ନାହିଁ ଖଣ୍ଡଗିରି ମେଳା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି । କେବଳ କୋଭିଡ କଟକଣା ମଧ୍ୟରେ ପାଳନ ହେବ ପରମ୍ପରା । ଯାତ୍ରା ଓ ଷ୍ଟଲ ଲଗାଇବା ଉପରେ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ ।
Recover your password.
A password will be e-mailed to you.
Comments are closed.