ଚିକିିଟି ବ୍ଲକ୍ ରାମଚନ୍ଦ୍ରପୁର ଚାନ୍ଦପୁରରେ ହାତୀ ଆକ୍ରମଣ, ଜଣେ ମୃତ, ଜଣେ ଗୁୁରୁତର

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ରାମଚନ୍ଦ୍ରପୁରର ଚାନ୍ଦପୁରରେ ହାତୀ ଆକ୍ରମଣ । ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସ୍ଥାନୀୟ ଅଂଚଳର ବୃନ୍ଦାବନ ବିନ୍ଧାଣି । ଗୁରୁତର ଆହତ ବାବୁନି ବିନ୍ଧାଣିଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

Comments are closed.