ଟିକା ନେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର-ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ପ୍ରଥମ ଡୋଜ୍ କୋରୋନା ଟିକା ନେଇଛନ୍ତି । ରାଜଭବନରେ ଟିକା ନେଇଥିଲେ ରାଜ୍ୟପାଳ । ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟପାଳ । ରାଜ୍ୟକୁ କୋରୋନା ମୁକ୍ତ କରିବାକୁ ହେଲେ ସମସ୍ତେ ଟିକାକରଣ ପାଇଁ ଆଗେଇ ଆସିବା ଦରକାର ବୋଲି ସେ କହିଛନ୍ତି ।

Comments are closed.