ନ୍ୟୁଜରୁମ୍: ସକାଳର ଖବର

  • ପିପିଲି ଉପନିର୍ବାଚନ ପାଇଁ ନବୀନଙ୍କ ପ୍ରଚାର, କହିଲେ ଆଗକୁ ପିପିଲିର ବିକାଶ କଥା ସେ ନିଜେ ବୁଝିବେ
  • ପିପିଲି ବିଜେପି ପ୍ରାର୍ଥୀଙ୍କ ପତ୍ନୀଙ୍କ ବିରୋଧରେ କଂଗ୍ରେସର ସଂଗୀନ ଅଭିଯୋଗ, ଜଗନ୍ନାଥଙ୍କ ଜମି ଶାଗମାଛ ଦରରେ ହୋଇଛି ବିକ୍ରି
  • କୋରୋନାକୁ ହରାଇବା ପାଇଁ ମାସ୍କ ପିନ୍ଧିବାକୁ ରାଜ୍ୟବାସୀଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ
  • ବରିଷ୍ଠ ପ୍ରାଶାସନିକ ଅଧିକାରୀ ମନୋଜ କୁମାର ମିଶ୍ରଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ
  • ଜଳସଂକଟ ଦୂର ପାଇଁ ପଦକ୍ଷେପ, ଜଳେଯାଗାଣ କର୍ମଚାରୀଙ୍କ ଛୁଟି ବାତିଲେ କଲେ ରାଜ୍ୟ ସରକାର
  • ସୁଶୀଲ ଚନ୍ଦ୍ରା ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ମମତାଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ପାଇଁ ରୋକ୍ ଲଗାଇଲେ ନିର୍ବାଚନ କମିଶନ
  • ଆଇଏନ୍ଏସ୍ ବିରାଟକୁ ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି
  • ଭାରତକୁ ମିଳିଲା ତୃତୀୟ କୋଭିଡ୍ ଟିକା, ଜରୁରୀ ବ୍ୟବହାର ପାଇଁ ‘ସ୍ପୁଟନିକ-୫’କୁ ଅନୁମତି

Comments are closed.