ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ରାଜ୍ୟରେ ବଢୁଛି କୋରୋନା ସୁସ୍ଥଙ୍କ ସଂଖ୍ୟା, ଗତ କାଲି ୪ ହଜାର ୧୪ ରୋଗୀ ସୁସ୍ଥ

୨.ଏମଏସପି ସଂପର୍କିତ ସ୍ୱାମୀନାଥନ କମିଟ ସୁପାରିଶ ଲାଗୁ ଉପରେ ନବୀନଙ୍କ ଗୁରୁତ୍ୱ, ଚାଷୀଙ୍କ ସ୍ୱାର୍ଥ ହିଁ ତାଙ୍କ ସରକାରଙ୍କ ପ୍ରାଥମିକତା, କୃଷି ବିଲ୍ ତର୍ଜମା ପାଇଁ ଗଠନ ହେବ କମିଟି

୩.ନୂଆ ଶିକ୍ଷା ନୀତିର ଅନୁଧ୍ୟାନ କରିବ ବିଜେଡି କମିଟି, ଗାନ୍ଧି ଜୟନ୍ତୀରରୁ ରାଜ୍ୟରେ ମାସେବ୍ୟାପୀ ଆରମ୍ଭ ହେବ କରୋନା ସଚେତନତା ଅଭିଯାନ

୪.କୋରୋନା ନିୟନ୍ତ୍ରଣ ପଦକ୍ଷେପ : ପୁରୀ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଥିବା କଟକଣା ଡିସେମ୍ବର ୧୮କୁ ବୃଦ୍ଧି

୫.ତିର୍ତ୍ତୋଲ ଅଞ୍ଚଳରେ ୨୦୦ କୋଟି ଟଙ୍କାରେ ମହାନଦୀ ଉପରେ ଦୁଇଟି ସେତୁର ଶିଳାନ୍ୟାସ

୬.ଆଗାମୀ ତିନିବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ: ମୁଖ୍ୟମନ୍ତ୍ରୀ

୭.ମହଙ୍ଗା ପଡିଲା ଦଳବିରୋଧୀ କାର୍ଯ୍ୟକଳାପ, ବିଜୁ ଯୁବ ଜନତା ଦଳରୁ ବିଦା ହେଲେ କଳ୍ପତରୁ ଓଝା

୮.ପ୍ରକାଶ ପାଇଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ, ୧ ଲକ୍ଷ ୫୮ ହଜାର ୫୪୦ ନାମଲେଖା ପାଇଁ ମନୋନୀତ, ଅଧିକାଂଶ ଅନର୍ସ ବିଷୟରେ ବିଜେବି କଲେଜ ଆଗୁଆ

Comments are closed.