ନ୍ୟୁଜରୁମ: ସକାଳର ଖବର

  • ହସ୍ପିଟାଲରେ ଅଧିକ ଶଯ୍ୟା ସହ ଅକ୍ସିଜେନ ସପୋର୍ଟ ସିଷ୍ଟମ ତ୍ବରାନ୍ବିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ନିର୍ଦ୍ଦେଶନାମା
  • ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଆରମ୍ଭ
  • ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ ମୋଦିଙ୍କ ପରାମର୍ଶ
  • ରାହୁଲ ଗାନ୍ଧୀ କରୋନା ପଜିଟିଭ୍
  • କରୋନା ସଂକ୍ରମିତ ରାହୁଲଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି
  • ପତ୍ନୀ କରୋନା ସଂକ୍ରମିତ, କ୍ବାରେଣ୍ଟାଇନରେ କେଜରିୱାଲ
  • ଉତ୍ତର ପ୍ରଦେଶର ପାଞ୍ଚ ସହରରେ ଲାଗିବନି ଲକଡାଉନ୍, ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

Comments are closed.