ନୟାଗଡ ଜିଲ୍ଲାରେ ବାହାଘର ଭୋଜି ଖାଇ ଜଣେ ମୃତ, ୭୦ ଅସୁସ୍ଥ

ନୟାଗଡ- ନୟାଗଡ ଓଡଗାଁ ଥାନା ବାଙ୍କତରା ଗାଁରେ ବାହାଘର ଭୋଜି ଖାଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଅସୁସ୍ଥ ହୋଇପଡିଛନ୍ତି । ମୃତକ ଜଣେ ମହିଳା । ୨୦ ଗୁରୁତର ଅସୁସ୍ଥଙ୍କୁ ଓଡଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ବାହାଘର ମଙ୍ଗନ ଭୋଜିର ଖାଦ୍ୟ ବିଷାକ୍ତ ହୋଇଥବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed.