ପଶ୍ଚିମ ଓଡିଶା ଗସ୍ତରେ ପୋଲିସ ଡିଜି, କୋଭିଡ ମୁକାବିଲା ସ୍ଥିତିର କରିବେ ସମୀକ୍ଷା

ଭୁବନେଶ୍ୱର- ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ପୋଲିସ ଡିଜି ଅଭୟ । ସୁନ୍ଦରଗଡ, ରାଉରକେଲା, ସମ୍ବଲପୁର ଓ ଝାରସୁଗୁଡାରେ କୋଭିଡ ମୁକାବିଲାର ସ୍ଥିତିର ସମୀକ୍ଷା କରିବେ ଡିଜିପି । ଅଭୟଙ୍କ ସହ ଅଛନ୍ତି ଆଇନ ଶୃଙ୍ଖଳା ଅତିରିକ୍ତ ମହାନିର୍ଦ୍ଦେଶକ । କୋରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ସୀମାନ୍ତ ଜିଲ୍ଲାଗୁଡିକ ଉପରେ ପୋଲିସ ବିଭାଗର ନଜର ରହିଛି ।

Comments are closed.