ପୁଣି ଚାଲୁ ହେଲା ଗଞ୍ଜାମ ଜିଲ୍ଲାପାଳଙ୍କ ମୋ ସରକାର ସେଲ୍

‌ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାପାଳ ପୁଣି ଥରେ ମୋ ସରକାର ସେଲ୍ ଚାଲୁ କରିଛନ୍ତି । ବିଭିନ୍ନ ଯୋଜନାର ହିତାଧିକାରୀଙ୍କଠାରୁ ମତାମତ ଲୋଡିବା ପାଇଁ ‘ମୋ ସରକାର’ ସେଲ୍ ଉଦ୍ଦିଷ୍ଟ । କୌଣସି ଆପତ୍ତି ଅଭିଯୋଗ ଥିଲେ ଲୋକେ ଟୋଲ୍ ଫ୍ରି ନମ୍ବରକୁ କଲ୍ କରି ଜଣାଇ ପାରିବେ । ଟୋଲ୍ ଫ୍ରି ନମ୍ବର ହେଲା – ୧୮୦୦୩୪୫୧୦୭୭ ।

Comments are closed.