ପୁରୀର ଅଙ୍ଗନାବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ – ଭିଜିଲାନ୍ସ ସ୍କାନରରେ ଆଉ ଜଣେ ଅଙ୍ଗନବାଡି କର୍ମୀ । ଗତକାଲି ବ୍ରହ୍ମପୁରରେ ଜଣେ ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିିଲାନ୍ସ ଚଢାଉ ହୋଇଥିବା ବେଳେ ଆଜି ପୁରୀର ଅଙ୍ଗନବାଡି କର୍ମୀ ସଂଧ୍ୟାରାଣୀ ଭଟ୍ଟଙ୍କ ଘରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସଂଧ୍ୟାରାଣୀଙ୍କ ଘରେ ଚଢାଉ କରିଛି । ପୈତୃକ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି ।

Comments are closed.