ପୁରୁଷୋତ୍ତମ ଏକ୍ସପ୍ରେସରେ ପ୍ୟାଂଟ୍ରି କାର୍ ସେବା ବନ୍ଦ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର- ପୁରୀ ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ପ୍ୟାଂଟ୍ରି କାର୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ । ଆଜିଠାରୁ ପୁରୀରୁ ଓ ଦିଲ୍ଲୀରୁ ୩୦ ତାରିଖରୁ ବନ୍ଦ ହେବ ପ୍ୟାଂଟ୍ରି କାର୍ ସେବା । ଯାତ୍ରୀମାନ ନିଜେ ଖାଦ୍ୟ ଓ ପାନୀୟର ବନ୍ଦୋବସ୍ତ କରିବେ ।

Comments are closed.