ବଡ ଖବର: ଆଜି ରାଜ୍ୟରେ ସର୍ବାଧିକ ୭୫୫ କୋରୋନା ପଜିଟିଭ | News Room Odisha

ବଡ ଖବର: ଆଜି ରାଜ୍ୟରେ ସର୍ବାଧିକ ୭୫୫ କୋରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨୩ ଜିଲ୍ଲାରୁ ୭୫୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ କୋରୋନା ପଜିଟିଭ ସଂଖ୍ଯା ୧୧୯୫୬ କୁ ବୃଦ୍ଧି ପାଇଛି ।

ଆଜି ଚିହ୍ନଟ ହୋଇଥିବା ୭୫୫ଙ୍କ ମଧ୍ୟରୁ ୫୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ଆଉ ୨୪୭ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨୧୪୪୩ ଜଣଙ୍କ ଟେଷ୍ଟ ସାରିଥିବା ବେଳେ ସେଥିମଧ୍ୟରୁ ୧‌୧୯୫୬ ଟି ପଜିଟିଭ କେଶ ବାହାରିଛି ୭୪୦୭ ଜଣ ଆରୋଗ୍ୟ ଲାଭ କରିସାରିଥିବା ବେଳେ ୪୪୭୬ ଟି ଆକ୍ଟିଭ କେସ ରହିଛି ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ:

୧.ଅନୁଗୁଳ-୩
୨.ବାଲେଶ୍ୱର-୯
୩.ବରଗଡ-୧
୪.ଭଦ୍ରକ-୨
୫.ବଲାଙ୍ଗିର-୧୨
୬.କଟକ-୫୫
୭.ଦେବଗଡ-୪
୮.ଢ଼େଙ୍କାନାଳ-୪
୯.ଗଜପତି-୩୦
୧୦.ଗଞ୍ଜାମ-୩୨୦
୧୧.ଜଗତସିଂହପୁର-୫
୧୨.ଯାଜପୁର-୮୬
୧୩.କନ୍ଧମାଳ-୨
୧୪.କେନ୍ଦ୍ରାପଡ଼ା-୫
୧୫.କେନ୍ଦୁଝର-୩୨
୧୬.ଖୋର୍ଦ୍ଧା-୫୯
୧୭.କୋରାପୁଟ-୫
୧୮.ମାଲକାନଗିରି-୧୮
୧୯.ମୟୁରଭଞ୍ଜ-୧୨
‍୨୦.ନୟାଗଡ଼-୧୬
୨୧.ପୁରୀ-୧୧
୨୨.ସମ୍ବଲପୁର-୨
୨୩.ସୁନ୍ଦରଗଡ଼-୬୨

COVID-19