ବାଣପୁର ଦକ୍ଷେଶ୍ୱର ମନ୍ଦିରରୁ ୨୨ଟି ଦୁର୍ଲଭ ମୂର୍ତି ଚୋରି

ବାଲୁଗାଁ : ବାଣପୁର ଦକ୍ଷେଶ୍ୱର ପ୍ରଜାପତି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଷ୍ଟଧାତୁର ମୂର୍ତି ସମେତ ୨୨ଟି ଦୁର୍ଲଭ ମୂର୍ତି ଚୋରି ହୋଇଯାଇଛି । ବାଣପୁର ପୋଲିସ ମନ୍ଦିରରେ ପହଂଚି ତଦନ୍ତ ଆରମ୍ଭ କରିଛି । ପୋଲିସ ସହ ସାଇଂଟିଫିକ ଟିମ୍ ମଧ୍ୟ ପହଂଚି ଛାନଭିନ କରୁଛି । ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି ହୋଇଥିବା ସୂଚନା ମିଳିଛି ।

Comments are closed.