ବିଜେଡି ପ୍ରତିଷ୍ଠା ଦିବସ ପାଇଁ ଦଳର ସବୁ କର୍ମକର୍ତାଙ୍କୁ ନବୀନଙ୍କ ଚିଠି, ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର- ଡିସେମ୍ବର ୨୬ରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏ ନେଇ ବିଜେଡି କର୍ମକର୍ତାଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ଦଳର ବିଧାୟକ, ସାଂସଦ, ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଚିଠି ଲେଖି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ । ରାଜ୍ୟ ଓ ନିର୍ବାଚନ ମଣ୍ଡଳିସ୍ତରେର ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯିବ । କୋଭିଡ ନିୟମ କଡାକଡି ଭାବେ ପାଳନ କରାଯାଇ ପ୍ରତିଷ୍ଠା ଦିବସ ପାଳନ କରିବାକୁ ନିଷ୍ପତି ହୋଇଛି ।

Comments are closed.