ଭିଜିଲାନ୍ସ ଜାଲରେ କୋଟିପତି ଲାବ୍ରୋଟରି ଆସିଷ୍ଟାଂଟ୍‌, ମୋଟ ସଂପତି ପରିମାଣ ୧ କୋଟି ୪୫ ଲକ୍ଷ ୮୩୭ ଟଙ୍କା

ବ୍ରହ୍ମପୁର- ଭିଜିଲାନ୍ସ ଜାଲରେ ପଡିଥିବା ଗଂଜାମ ଜିଲ୍ଲା ଚିକିଟି କଲେଜର କୋଟିପତି ଲାବ୍ରୋଟରି ଆସିଷ୍ଟାଂଟ୍ କୈଳାସ ଚନ୍ଦ୍ର ମହାନ୍ତିଙ୍କ ୧ କୋଟି ୪୫ ଲକ୍ଷ ୮୩୭ ଟଙ୍କାର ସଂପତି ଠାବ ହୋଇଛି । ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ କୈଳାସଙ୍କ ଘର ସମେତ ୬ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଆଜି ଚଢାଉ କରିଥିଲା ଭିଜିଲାନ୍ସ ।

Comments are closed.