ମାଲକାନଗିରିରେ ପେଟ୍ରୋଲ ଦର ୧୦୦ ଟଙ୍କା, ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଧାନସଭାକୁ ସାଇକେଲରେ ଆସିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର- ମାଲକାନଗିରିର ପେଟ୍ରୋଲ ଦର ୧୦୦ ଟଙ୍କା ଛୁଇଁଛି । ସାଧାରଣ ପେଟ୍ରୋଲ ୯୬ ଟଙ୍କା ୩୧ ଟଙ୍କା ଓ ପ୍ରିମିଅମ ୯୯ ଟଙ୍କା ୪୬ ଟଙ୍କା ରହିଛି । ଏଣେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦ କରି ବିଧାନସଭାକୁ ସାଇକେଲରେ ଆସିଲେ କଂଗ୍ରେସ ବିଧାୟକ । ତାରାପ୍ରସାଦ ବାହିନୀପତି ଓ ସୁରେଶ ରାଉତରାୟ । ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ବି ସାଇକେଲରେ ବିଧାନସଭାକୁ ଆସିଛନ୍ତି ।

Comments are closed.