ସ୍ନେହାଙ୍ଗିନି ଛୁରିଆ ବିଜୁ ମହିଳା ଜନତା ଦଳର ସଭାପତି ଭାବରେ ନିଯୁକ୍ତ

ଭୁବନେଶ୍ବର: ଅତାବିରା ବିଧାୟକା ସ୍ନେହାଙ୍ଗିନି ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳର ସଭାପତି ଭାବରେ ନିଯୁକ୍ତ ଦିଆଯାଇଛି । ଦଳର ସୁପ୍ରମୋ ନବୀନ ପଟ୍ଟନାୟକ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।

Comments are closed.