୨୦୨୦ ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱରକୁ ଦ୍ୱିତୀୟ ସ୍ଥାନ

ଭୁବନେଶ୍ୱର- ଦେଶର ସ୍ମାର୍ଟ ସିଟି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଭୁବନେଶ୍ୱର । ୨୦୨୦ ମସିହା ପାଇଁ ହୋଇଥିବା ଶ୍ରେଷ୍ଠ ସ୍ମାର୍ଟସିଟି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଭୁବନେଶ୍ୱର । ଦେଶର ୮ ଅନ୍ୟ ସହରକୁ ପଛରେ ପକାଇଛି ଓଡିଶା ରାଜଧାନୀ । ୫୯ ଦଶମିକ ୮୫ ପଏଂଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ଭୁବନେଶ୍ୱର ।

Comments are closed.