ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ଉପନିୟମ ବିରୋଧରେ ଦୀପଜାଳି ପ୍ରତିବାଦ କଲେ ରାଜଧାନୀବାସୀ

ଭୁବନେଶ୍ୱର-ଏକାମ୍ର କ୍ଷେତ୍ରରେ ଥିବା ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଉପରୁ ଏନଏମଏର ବିବାଦୀୟ ବାଇ-ଲ’ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନଏମଏ ଉପନିୟମ ପ୍ରତ୍ୟାହାର ପାଇଁ ଦାବି ଜୋରଦାର ହୋଇଛି । ଆଜି ରାଜଧାନୀ ବାସିନ୍ଦା ଦୀପ ଜାଳି ଉପନିୟମକୁ ବିରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ସମେତ ସେବାୟତ ମଧ୍ୟ ଏହାକୁ ବିରୋଧ କରିଛନ୍ତି ।

Comments are closed.