ଅନଲାଇନରେ ଉପଲବ୍ଧ ହେବ ହାଇସ୍କୁଲ ପିଲାଙ୍କ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଦସ୍ତାବିଜ

ଭୁବନେଶ୍ୱର- ଏଣିକି ଅନଲାଇନରେ ମିଳିବ ହାଇସ୍କୁଲ ପିଲାଙ୍କ ପ୍ରମାଣପତ୍ର ଓ କାଗଜପତ୍ର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ସ୍କୁଲ୍ ଶିକ୍ଷା ସଂସ୍କାର ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏ ସଂପର୍କିତ ଅନଲାଇନ ପ୍ରୋଗ୍ରାମ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓକାକ୍ ମିଳିତ ପ୍ରୟାସରେ ବିକଶିତ କରାଯାଇଛି ।

Comments are closed.