ଶ୍ରୀମନ୍ଦିର ଭିତର ଓ ଚତୁଃପାଶ୍ୱର୍ର ସ୍ୱଚ୍ଛତା ନେଇ ଆଜି ସମୀକ୍ଷା ବୈଠକ

ପୁରୀ- ଶ୍ରୀମନ୍ଦିର ଭିତର ଓ ଚତୁଃପାଶ୍ୱର୍ର ସ୍ୱଚ୍ଛତା ନେଇ ଆଜି ସମୀକ୍ଷା ବୈଠକ ହେଉଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଆରମ୍ଭ ହୋଇଛି । ସ୍ୱଚ୍ଛତା ସମେତ ପାନୀୟ ଜଳ ଓ ତୀର୍ଥ ପୁଷ୍କରିଣୀ ସ୍ୱଚ୍ଛତା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା ହେବ । ଏଣିକି ସପ୍ତାହର ପ୍ରତି ମଙ୍ଗଳବାର ଦିନ ଏହି ବୈଠକ ବସିବ । ଯଦି ମଙ୍ଗଳବାର ଛୁଟି ପଡେ, ତାହା ହେଲେ ପରଦିନ ବୈଠକ ବସିବ ।

Comments are closed.