ଭୁବନେଶ୍ୱର ବିମାନବନ୍ଦରରେ ସ୍ଥାପନ ହେବ କୋଭିଡ ଟେଷ୍ଟିଂ ସେଂଟର

ଭୁବନେଶ୍ୱର- ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଗୋଟିଏ କୋଭିଡ-୧୯ ଟେଷ୍ଟିଂ ସେଂଟର ସ୍ଥାପନ କରାଯିବ । ରାଜ୍ୟକୁ ଆସୁଥିବା କୌଣସି ଯାତ୍ରୀଙ୍କଠାରେ ଯଦି କୋଭିଡ ଲକ୍ଷମ ଦେଖାଯାଏ, ତାହାହେଲେ ସେମାନଙ୍କ ଟେଷ୍ଟିଂ ବାଧ୍ୟତାମୂଳକ । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି ।

Comments are closed.