ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର

ଭୁବନେଶ୍ୱର- ଭୁବନେଶ୍ୱର-କଟକର ନୂଆ ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନିଯୁକ୍ତି ଦିଆଯାଇଛି । ସେ ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନ ଗ୍ରହଣ କରିବେ । ସୌମେନ୍ଦ୍ର ପ୍ରିୟଦର୍ଶୀ ୧୯୯୫ ବ୍ୟାଚର୍ ଆଇପିଏସ ଅଧିକାରୀ । ସେ ବର୍ତ୍ତମାନ କ୍ରାଇନବ୍ରାଂଚ ଏଡିଜି ଅଛନ୍ତି । ସୁଧାଂଶୁ ଷଡଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣ ସିଏମଡି ଭାବେ ଦାୟିତ୍ୱ ଦିଆଯାଇଛି । ଏମ. ଅକ୍ଷୟ ନୂଆ ଅଗ୍ନିଶମ ଡିଜି ହୋଇଛନ୍ତି ।

 

Comments are closed.