ଗଞ୍ଜାମରେ କୋରୋନାର ପୂର୍ବ ସ୍ଥିତି ସୃଷ୍ଟି ହେବା ସମ୍ଭାବନା ନାହିଁ : ଜିଲ୍ଲାପାଳ | News Room Odisha

ଗଞ୍ଜାମରେ କୋରୋନାର ପୂର୍ବ ସ୍ଥିତି ସୃଷ୍ଟି ହେବା ସମ୍ଭାବନା ନାହିଁ : ଜିଲ୍ଲାପାଳ

ବ୍ରହ୍ମପୁର – ଗଞ୍ଜାମରେ କୋରୋନା ସ୍ଥିତି ନେଇ ଜିଲ୍ଲାପାଳଙ୍କ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ଜିଲ୍ଲାରେ ପୂର୍ବ ଭଳି ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ । ଗତ ୧୫ ଦିନ ହେବ ,ସ୍ଥିତି ଉପରେ ନଜର ରଖାଯାଇଛି । ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ରୂପେ ସତର୍କ ରହିଛି । ପ୍ରବାସୀ ଓଡିଆ ଫେରିବାର କିଛି ସୂଚନା ନାହିଁ ।

COVID-19Ganjam Collector Vijay Amruta Kulange