ଶ୍ରୀଲିଙ୍ଗରାଜ ମନ୍ଦିରର ସେବାୟତଙ୍କ ଟିକାକରଣ ଆରମ୍ଭ OdiaCoronavirus Updateଓଡ଼ିଶା By The Newsroom Network On Mar 18, 2021 Share ଭୁବନେଶ୍ୱର- ଶ୍ରୀମନ୍ଦିର ସେବାୟତଙ୍କ ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ସେବାୟତଙ୍କ ମଧ୍ୟ ଟିକାକରଣ ଆରମ୍ଭ ହୋଇଛି । ଆଜିଠାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ସେବାୟତଙ୍କୁ କୋଭିଡ ଟିକା ପ୍ରଦାନ ଆରମ୍ଭ ହୋଇଛି । ପ୍ରାୟ ୩୦୦ ସେବାୟତଙ୍କୁ ଟିକା ଦିଆଯିବ । ଆଡି ସକାଳ ୧୦ଟାରୁ ଟିକାକରଣ ଆରମ୍ଭ ହୋଇଛି । COVID-19 Vaccination Share FacebookTwitterGoogle+WhatsAppEmailPinterestReddIt
Comments are closed.