ମାଲକାନଗିରି ବଡଯାତ୍ରାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ରୁ ୩୧ ଯାଏଁ ନାଇଟ କର୍ଫ୍ୟୁ

ମାଲକାନଗିରି – କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ମାଲକାନଗିରିରେ ନାଇଟ କର୍ଫ୍ୟୁ ଜାରି କରାଯିବ । ମାଲକାନଗିରି ବଡଯାତ୍ରାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ରୁ ୩୧ ତାରିଖ ଯାଏଁ ନାଇଟ କର୍ଫ୍ୟୁ ଜାରି କରାଯିବ ବୋଲି । ରାତି ୯ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟରେ ପୁଣି କୋରୋନା ସଂକ୍ରଣ ଦିନକୁ ଦିନ ବଢୁଥିବାରୁ କଟକଣା ପୁଣି କଡାକଡି କରାଯାଉଛି । ସ୍ଥାନୀୟ ପ୍ରଶାସନକୁ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।

 

Comments are closed.