ଜାତୀୟ ପାରା ଆଥଲେଟିକ୍ସରେ ଉଲ୍ଲେଖନୀୟ ସଫଳତା ପାଇଁ ଜୟନ୍ତୀ ବେହେରାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ୧୯ତମ ଜାତୀୟ ମହିଳା ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଓଡିଶାର ଜୟନ୍ତୀ ବେହେରାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟନ୍ତୀ ବେହେରା ଟି-୪୭ ବର୍ଗରେ ୧୦୦ , ୨୦୦ ଓ ୪୦୦ ମିଟର ଦୌଡରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ଭବିଷ୍ୟତରେ ଜୟନ୍ତୀଙ୍କ ଅଧିକ ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.