୨୦୨୧-୨୨ ବର୍ଷ ପାଇଁ ବିଦ୍ୟୁତ ଦର ଘୋଷଣା, ବିପିଏଲ ଓ କୃଷି ଜଳସେଚନ ପାଇଁ ଦର ଅପରିବର୍ତ୍ତିତ | News Room Odisha

୨୦୨୧-୨୨ ବର୍ଷ ପାଇଁ ବିଦ୍ୟୁତ ଦର ଘୋଷଣା, ବିପିଏଲ ଓ କୃଷି ଜଳସେଚନ ପାଇଁ ଦର ଅପରିବର୍ତ୍ତିତ

ଭୁବନେଶ୍ୱର- ୨୦୨୧-୨୨ ବର୍ଷ ପାଇଁ ବିଦ୍ୟୁତ ଦର ଘୋଷଣା ହୋଇଛି । ୟୁନିଟ ପିଛା ୩୦ ପଇସା ବଢିଛି ବିଦ୍ୟୁତ ଦର । ବିପିଏଲ ଓ କୃଷି ଜଳସେଚନ ପାଇଁ ଅପରିବର୍ତ୍ତିତ ରହିଛି ବିଦ୍ୟୁତ ଦର । ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨ ପ୍ରତିଶତ ରିହାତି ମିଳିବ । ପ୍ରିପେଡ୍ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ମଧ୍ୟ ୨ ପ୍ରତିଶତ ରିହାତି ଦିଆଯାଇଛି ।