ପିପିଲି ଉପନିର୍ବାଚନ ପାଇଁ ଆଜି ଭର୍ଚୁଆଲ ପ୍ରଚାର କରିବେ ବିଜେଡି ସୁପ୍ରିମୋ 

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅରରାହ୍ନ ୪ଟାରେ ଭିଡିଓକନଫରେନସିଂ ଯୋଗେ ଭର୍ଚୁଆଲ ପ୍ରଚାର କରିବେ ନବୀନ ।

ପିପିଲି-ଡେଲାଙ୍ଗର ୬ଟି ଜିଲ୍ଲା ପରିଷଦ ଜୋନ ଏବଂ ବିଜ୍ଞପିତ ଅଂଚଳ ପରିଷଦରେ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଏହି ମାସ ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ।

Comments are closed.