ରାଜ୍ୟରେ ଆଜି ୭୦୦ ଟିକାଦାନ କେନ୍ଦ୍ର ବନ୍ଦ, ଖୋଲିଛି ୭୭୫, ଆଜି ପହଂଚିବ୨ ଲକ୍ଷ ୭୧ ହଜାର କୋଭିଶିଲ୍ଡ

ଭୁବନେଶ୍ୱର- କୋଭିଡ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ଆଜି ରାଜ୍ୟକୁ ୨ ଲକ୍ଷ ୭୧ ହଜାର କୋଭିଶିଲ୍ଡ ଟିକା ଆସିବ । ଆଜି ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି । ୭୭୫ଟି କେନ୍ଦ୍ର ଚାଲିଛି । ଭୁବନେଶ୍ୱରରେ ୮ଟି ସ୍ଥାନରେ ଟିକାକରଣ ଆରମ୍ଭ ହୋଇଛି । ସେ କହିଛନ୍ତି ଯେ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ, କୋରାପୁଟ ଜିଲ୍ଲାରେ ବି ଟିକା ଦିଆଯାଉଛି ।

Comments are closed.