ଭୁବନେଶ୍ୱର – କୋରୋନା ବିରୋଧୀ ଲଢେଇରେ ଓଡିଶା ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି । ରାଜ୍ୟରେ ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ପାର କରିଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ହଜାର ହଜାର କୋରୋନୀ ଯୋଦ୍ଧାଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବକୁ ସ୍ୱାଗତ କରିଛନ୍ତି । ମୂଲ୍ୟବାନ ଜୀବନ ବଂଚାଇବା ପାଇଁ କୋରାନା ଯୋଦ୍ଧାଙ୍କ ଅଦମ୍ୟ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି ନବୀନ ।
The Newsroom Network Editorial Board believes in providing unbiased news and information to the readers.
Comments are closed.