ବୁର୍ଲା ଭିସୁଟ କୁଳପତିଙ୍କ କ୍ଷମତା ସଂକୁଚିତ

ସମ୍ବଲପୁର- ବୁର୍ଲା ଭିସୁଟ କୁଳପତିଙ୍କ କ୍ଷମତା ସଂକୁଚିତ କରାଯାଇଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଭିସୁଟ କୁଳପତିଙ୍କ କ୍ଷମତା ଉପରେ ଅଙ୍କୁଶ ଲଗାଇଛନ୍ତି । କୁଳାଧିପତିଙ୍କ ବିନା ଅନୁମୋଦନରେ ବିଶ୍ୱବିଦ୍ୟାଳୟର କୌଣସି ଆର୍ଥିକ କାରବାର ସଂପର୍କିତ ନିଷ୍ପତ୍ତି ନେଇପାରିବେ ନାହିଁ କୁଳପତି । ଏହାସହ ପରିଚାଳନା ବୋର୍ଡ ବୈଠକ ୭ ଦିନ ମଧ୍ୟରେ କରିବାକୁ ଭିସୁଟ କୁଳପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୁଳାଧିପତି ।

Comments are closed.