ଶ୍ରାଦ୍ଧ ଦିବସରେ ବିଜୁବାବୁଙ୍କୁ ସ୍ମରଣ କଲେ ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ

ଭୁବନେଶ୍ୱର- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଶ୍ରାଦ୍ଧ ଦିବସରେ ମନେ ପକାଇଛନ୍ତି ଜେଏସପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ । ବିଜୁବାବୁ ବାସ୍ତବ ଜୀବନରେ ହିରୋ ଥିଲେ ବୋଲି ନବୀନ ଜିନ୍ଦଲ ଟ୍ୱିଟ୍ କରିଛନ୍ତି । ବିଜୁବାବୁ ଆଧୁନିକ ଓଡିଶାର ନିର୍ମାତା ଓ ଦୂରଦୃଷ୍ଟି ସଂପନ୍ନ ନେତା ବୋଲି ଜିନ୍ଦଲ କହିଛନ୍ତି ।

Comments are closed.