ରାଜ୍ୟରେ କୋରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ର କୋଭିଡ ପରିସ୍ଥିତି ର ସମୀକ୍ଷା କରିବେ । ଅପରାହ୍ନ ସାଢେ଼ ୫ଟାରେ ସମୀକ୍ଷା ବୈଠକ ହେବ । ଭିସି ଜରିଆରେ ସବୁ ଜିଲ୍ଲାପାଳ ଉପସ୍ଥିତ ରହିବେ । ରାଜ୍ୟରେ କୋରୋନା ସଂକ୍ରମଣ ମୁକାବିଲା ନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇପାରେ ।

Comments are closed.