ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଆରମ୍ଭ

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସ୍କ୍ରିନିଂ । ଏଥିପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି । ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି, ସ୍ବାସ୍ଥ୍ୟ କର୍ମୀଙ୍କୁ ଘର ଘର ଯାଇ ସ୍ବାସ୍ଥ୍ୟ ଯାଞ୍ଚ କରିବେ । ବାହାରୁ ଆସୁଥିବା ପ୍ରବାସୀ ଲୋକଙ୍କ ତାଲିକା ରଖିବା ଲୋକଙ୍କ ଲକ୍ଷଣ ଯାଂଚ କରିବ । ଏହି ଅଭିଯାନରେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଅପିଲ କରିଛି ।

Comments are closed.