ଆସନ୍ତା ୯ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାରେ ଦୋକାନବଜାର ଅପରାହ୍ନ ୨ଟାରୁ ବନ୍ଦ ରହିବ, ଜିଲ୍ଲାପାଳ ଦେଲେ ସୂଚନା

ବ୍ରହ୍ମପୁର –ଆସନ୍ତା ୯ ତାରିଖ ଯାଏଁ ବ୍ରହ୍ମପୁର ମହାନଗର ନିଗମ ଅଂଚଳ ସମେତ ଗଞ୍ଜାମ ଜିଲ୍ଲାର ସବୁ ସହରାଂଚଳରେ ଦୋକାନ ବଜାର ଅପରାହ୍ନ ୨ଟାରୁ ସକାଳ ୫ଟା ଯାଏଁ ବନ୍ଦ ରହିବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ହସପିଟାଲରେ କୋରୋନା ରୋଗୀଙ୍କୁ ଅକ୍ସିଜେନ୍ ମିଳିବ କି ନାହିଁ, ସେ ନିଷ୍ପତ୍ତି ଡାକ୍ତର ନେବେ ବୋଲି ଜିଲ୍ଲାପାଳ ପ୍ରେସମିଟ୍‌ରେ କହିଛନ୍ତି ।

Comments are closed.