ବୁର୍ଲା ଓ କୋରାପୁଟରେ ନୂଆ କୋଭିଡ ହସପିଟାଲ୍ ହେଲା କାର୍ଯ୍ୟକ୍ଷମ

ଭୁବନେଶ୍ୱର- ରାଜ୍ୟରେ କୋରୋନା ବିରୋଧୀ ଲଢେଇକୁ ଆହୁରି ମଜବୁତ ହୋଇଛି । ବୁର୍ଲାର ଭିମସାରରେ ୨୦ ଆଇସିିୟୁ ବେଡ୍ ସମେଚ ୧୨୦ ବେଡ୍ ଥିବା କୋଭିଡ ହସପିଟାଲ୍ କାର୍ଯ୍ୟକ୍ଷମ ହୋଇଛି ।

ଏହା ଛଡା କୋରାପୁଟର ସହିଦ ଏଲ.ଏନ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ଏସବୁ ହସପିଟାଲରେ ଗୁରୁତର କୋଭିଡ ରୋଗୀଙ୍କୁ ଚିକିତ୍ସା କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

Comments are closed.