ଆୟ ବହିର୍ଭୁତ ସଂପତି ଠୁଳ ମାମଲାରେ ଅଧ୍ୟାପକଙ୍କ ଘରେ ଭିଡିଲାନ୍ସ ଚଢାଉ

ପାରଳାଖେମୁଣ୍ଡି- ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଅଧ୍ୟାପକ । ଅଧ୍ୟାପକ ଜି. ନାଗେଶ୍ୱର ରାଓଙ୍କ ପାରଳାଖେମୁଣ୍ଡି ସ୍ଥିତ ରାଧାଗୋବିନ୍ଦ ନଗର ଦ୍ୱିତୀୟ ଲାଇନ୍‌ରେ ଥବା ତାଙ୍କ ବାସଭବନରେ ଚଢାଉ କରିିଛି ଭିଜାଲାନ୍ସ । ବାସଭବନ ସମେତ ୬ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ମିଳିଛି ।

Comments are closed.