ଆଇଏମଡିର ସୂଚନା : ଗଭୀର ଅବପାତରେ ପରିଣତ ହୋଇ ଲଘୁଚାପ ପଶ୍ଚିମବଙ୍ଗ-ବାଂଲାଦେଶ ଆଡେ ମୁହାଁଇବା ସମ୍ଭାବନା

ଭୁବନେଶ୍ୱର- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମବଙ୍ଗ-ବାଂଲାଦେଶ ଆଡେ ମୁହାଁଉବା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗଭୀର ଅବପାତ ୨୩ ତାରିଖ ଅପରାହ୍ନ ସୁଦ୍ଧା ସାଗର ଦ୍ୱୀପ ଓ ଖେପୁପଡା ମଧ୍ୟ ଦେଇ ଅତିକ୍ରମ କରିପାରେ ।

Comments are closed.