ଭୁବନେଶ୍ୱର- ୧୦ଟି ରାଜ୍ୟକୁ ଓଡିଶାରୁ ୧୪ ଦିନରେ ୬ ହଜାର ୩୫୫ ଟନ୍ ଅକ୍ସିଜେନ ଗ୍ରୀନ କରିଡର ଯୋଗେ ପଠାଯାଇଛି । ଆନ୍ଧ୍ରକୁ ସର୍ବାଧିକ ୧୦୫, ତେଲେଙ୍ଗାନାକୁ ୯୭, ହରିୟାଣାକୁ ୪୧, ମଧ୍ୟପ୍ରଦେଶକୁ ୩୫, ୟୁପିକୁ ୨୭, ଛତିଶଗଡକୁ ୧୬, ମହାରାଷ୍ଟ୍ରକୁ ୧୪ ଟ୍ୟାଙ୍କର ତରଳ ଅକ୍ସିଜେନ ପଠାଯାଇଛି ।
Recover your password.
A password will be e-mailed to you.
Comments are closed.